ଯଶଃଶେଷ J̄aṡaḥṡesha

  • ସଂ. ବି. (ବହୁବ୍ରୀହି; ଯଶଃ + ଶେଷ) — ମୃତ୍ୟୁ — Death
  • ସଂ. ବିଣ. ପୁଂ. (ବହୁବ୍ରୀହି) — ମୃତ — Dead