ଯଶଃକୀର୍ତ୍ତନ J̄aṡaḥkīrttana

  • ସଂ. ବି. ( 6 ଷ୍ଠୀ ତତ୍; ଯଶଃ + କୀର୍ତ୍ତନ) — କୀର୍ତ୍ତି ଘୋଷଣା କରିବା; ଯଶୋଗାନ — Reciting of a person's glory or fame