ଯଶଃ ସ୍ତମ୍ଭ J̄aṡaḥ stambha

  • ସଂ. ବି.— (ମ. ପ. ଲୋ, ଯଶଃ + ସ୍ତମ୍ଭ) — କୀର୍ତ୍ତି ସ୍ତମ୍ଭ; ରାଜା ଆଦିଙ୍କ କୀର୍ତ୍ତିଜ୍ଞାପକ ସ୍ତମ୍ଭ — A pillar on which are depicted the glorious acts of a great personage