ଯଯାତିପତନ J̄aj̄āti patana

  • ସଂ. ବି. — ମହାଭାରତୋକ୍ତ ହିନ୍ଦୁମାନଙ୍କ ତୀର୍ଥ ବିଶେଷ — A sacred place of pilgrimage for the Hindus
  • ସଂ. ବି. — (ଉ—ଯଯାତିପତନକୁ ଯାଏ ଯେଉଁ ନର, ଅଶ୍ୱମେଧ ଫଳଟି ହୁଅଇ ତାହାର। କୃଷ୍ଣସିଂହ. ମହାଭାରତ. ବନ ।)