ଯମ୍ (ଧାତୁ) J̄am (root)
- ସଂ. ବିରତ ହେବା — To cease; to refrain;
- ସଂ. ପରିବେଷଣ କରିବା; ପରଷିବା — To serve or distribute food in dishes
- ସଂ. ବେଷ୍ଟନ କରିବା; ବେଢ଼ିବା — To encompass
- ସଂ. ଦମନ କରିବା — To restrain; to curb; to check
- ସଂ. ଦେବା — To offer; to give; to bestow
- ସଂ. ଯିବା — To go
- ସଂ. ବର୍ଦ୍ଧିତ କରିବା — To extend; to increase
- ସଂ. ଦେଖାଇବା — To exhibit; to show
- ସଂ. ପାଳନ କରିବା — To bring up; to rear
- ସଂ. ବନ୍ଦକରିବା — To stop; to suppress