ଯମୁନାଭିଦ୍ J̄amunābhid

  • ସଂ. ବି.— (ଯମୁନା + ଭିଦ୍ ଧାତୁ+କର୍ତ୍ତୃ. କ୍ୱିପ୍ =ଖଣ୍ଡକାରୀ) — —ବଳରାମ — Baḻarāma
  • ସଂ. ବି.— (ଯମୁନା + ଭିଦ୍ ଧାତୁ+କର୍ତ୍ତୃ. କ୍ୱିପ୍ =ଖଣ୍ଡକାରୀ) — [ଦ୍ର—ବଳରାମ ଲଙ୍ଗଳଦ୍ୱାରା ଯମୁନା ନଦୀକୁ ଦ୍ୱିଖଣ୍ଡ କରିଥିବାର କଥା ପୁରାଣରେ ଅଛି ।]