ଯମଳାର୍ଜୁନ J̄amaḻārjuna

  • ସଂ. ବି. (ଯମକ + ଅର୍ଜୁନ) — ବୃନ୍ଦାବନସ୍ଥ ବୃକ୍ଷଦ୍ୱୟ — Name of twin trees of Bṛundābana which were snapped asunder by Ṣrīkṛushṇa when he was a mere child
  • ସଂ. ବି. (ଯମକ + ଅର୍ଜୁନ) — [ଦ୍ର—କୁବେରପୁତ୍ର ନଳକୁବର ଓ ମଣିଗ୍ରୀବ ନୁହେଁ ମଦ ପିଇ ଉନ୍ମତ୍ତାବସ୍ଥାରେ ନଗ୍ନ ହୋଇ ସ୍ତ୍ରୀମାନଙ୍କ ସଙ୍ଗେ ନଦୀରେ କ୍ରୀଡ଼ା କରୁଥିବା ଯୋଗୁଁ ନାରଦ ମୁନିଙ୍କ ଅଭିଶାପରୁ ଜାଆଁଳା ଅର୍ଜୁନ ଗଛ ରୂପେ ଜନ୍ମି ଥିଲେ ଓ ଶ୍ରୀକୃଷ୍ଣ ବାଲ୍ୟକ୍ରୀଡ଼ାଛଳରେ ଏ ବୃକ୍ଷଦ୍ୱୟକୁ ଭାଙ୍ଗି ପକାଇ ଏ ଦୁହିଙ୍କୁ ଶାପମୁକ୍ତ କରିଥିଲେ।]