ଯବନେଷ୍ଟ J̄abaneshṭa
- ସଂ. ବି. (ଯବନ+ଇଷ୍ଟ= ବାଞ୍ଛିତ) — ସୀସା — Lead
- ସଂ. ବି. (ଯବନ+ଇଷ୍ଟ= ବାଞ୍ଛିତ) — ମରିଚ — Black- pepper
- ସଂ. ବି. (ଯବନ+ଇଷ୍ଟ= ବାଞ୍ଛିତ) — ଛୋଟ ପିଆଜ — Onion
- ସଂ. ବି. (ଯବନ+ଇଷ୍ଟ= ବାଞ୍ଛିତ) — ରସୁଣ — Garlic
- ସଂ. ବି. (ଯବନ+ଇଷ୍ଟ= ବାଞ୍ଛିତ) — ନିମ୍ବ ବୃକ୍ଷ — The Neem tree
- ସଂ. ବି. (ଯବନ+ଇଷ୍ଟ= ବାଞ୍ଛିତ) — ଗାଜର — Carrot
- ସଂ. ବି. (ଯବନ+ଇଷ୍ଟ= ବାଞ୍ଛିତ) — ସାଲ୍ଗମ୍ — Turnip