ଯବ ଶ୍ରାଦ୍ଧ J̄aba ṡrāddha

  • ସଂ. ବି. (ମ. ପ. ଲୋ) — ବୈଶାଖ ଶୁକ୍ଳପକ୍ଷରେ, ବିଷୁବ ସଂକ୍ରାନ୍ତି ବା ଅକ୍ଷୟତୃତୀୟା ଦିନ ଯବଚୂର୍ଣ୍ଣର ପିଣ୍ଡରେ କରାଯିବା ଶ୍ରାଦ୍ଧ — An offering of balls of barley flour made to the deceased ancestors