ଯନ୍ତ୍ରୀ J̄antri

  • ଦେ. ବି. (ସଂ. ଯନ୍ତ୍ର) — ଯନ୍ତ୍ରମନ୍ତ୍ର ବା ଗୁଣିଗାରିଡ଼ିରେ ପ୍ରୟୋଗ କରାଯିବା ଛୋଟ କାଠି — Small twigs used in the employment of black magic
  • ଦେ. ବି. (ସଂ. ଯନ୍ତ୍ର) — [ଉ—ଆଠ ଖଣ୍ଡି କାଠିକି 16 ଖଣ୍ଡି ଯନ୍ତ୍ରି, ଅବୁଝାମଣା ରଜାକୁ ପାଳବିଣ୍ଡା ମନ୍ତ୍ରୀ। ଢଗ] — [ଉ—ଆଠ ଖଣ୍ଡି କାଠିକି16ଖଣ୍ଡି ଯନ୍ତ୍ରି, ଅବୁଝାମଣା ରଜାକୁ ପାଳବିଣ୍ଡା ମନ୍ତ୍ରୀ ଢଗ]
  • ଦେ. ବି. (ସଂ. ଯନ୍ତ୍ର) — କାଲେଣ୍ଡର୍; ପଟ୍ଟ ପଞ୍ଜିକା — Sheet calender
  • ପ୍ରାଦେ. (ସମ୍ବଲପୁର) — ଚକି; ପେଷଣା ଚକି — Grinding mill; hand mill