ଯନ୍ତ୍ରିବା J̄antribā
- ଦେ. (ପଦ୍ୟ) କ୍ରି. (ସଂ. ଯନ୍ତ୍ର ଧାତୁ) — ନିଯୋଜିତ କରିବା — To apply; to join; to attach
- ଦେ. (ପଦ୍ୟ) କ୍ରି. (ସଂ. ଯନ୍ତ୍ର ଧାତୁ) — (ଉ—ନିଜ ଧନୁର୍ଗୁଣରେ ନେଇଣ ଯନ୍ତ୍ରିଲେ। କୃଷ୍ଣସିଂହ. ମହାଭାରତ. ବନ।)
- ଦେ. (ପଦ୍ୟ) କ୍ରି. (ସଂ. ଯନ୍ତ୍ର ଧାତୁ) — ଯନ୍ତ୍ରଣା ପାଇବା; କଷ୍ଟ ପାଇବା — To suffer pain or anguish
- ଦେ. (ପଦ୍ୟ) କ୍ରି. (ସଂ. ଯନ୍ତ୍ର ଧାତୁ) — [ଉ—ସଂସାର ଅନୁତାପେ ଯନ୍ତ୍ରି ସୁହୃଦ ଭକ୍ତି ମାର୍ଗେ ଚିନ୍ତି ହୃଦରେ ସ୍ଥାପି ତୋର ରୂପ ବେଗେ ଛାଡ଼ନ୍ତି ତିନି ତାପ। ଜଗନ୍ନାଥ. ଭାଗବତ।]