ଯନ୍ତ୍ରିଣୀ J̄antriṇī

  • ସଂ. ବିଣ. ସ୍ତ୍ରୀ (ଯନ୍ତ୍ରୀନ୍+ଈ) — ଯନ୍ତ୍ରୀର ସ୍ତ୍ରୀଲିଙ୍ଗ — Feminine of J̄antrī
  • ସଂ. ବି. ସ୍ତ୍ରୀ — ଯନ୍ତ୍ରୀର ସ୍ତ୍ରୀଲିଙ୍ଗ — Feminine of J̄antrī
  • ସଂ. ବି. ସ୍ତ୍ରୀ — ଶାଳୀ — One's wife's younger sister (Apte)