ଯନ୍ତ୍ରିକା J̄antrikā

  • ସଂ. ବି. (ଯନ୍ତ୍ର+କ୍ଷୁଦ୍ରାର୍ଥେ. କ+ଆ) — ଗୁଆକାତି — Nut-cracking contrivance; nut-cracker
  • ସଂ. ବି. (ଯନ୍ତ୍ର+କ୍ଷୁଦ୍ରାର୍ଥେ. କ+ଆ) — ହାତ ଚକି — A hand-mill
  • ସଂ. ବି. (ଯନ୍ତ୍ର+କ୍ଷୁଦ୍ରାର୍ଥେ. କ+ଆ) — ଛୋଟ କଳ — A small machine
  • ସଂ. ବି. (ଯନ୍ତ୍ର+କ୍ଷୁଦ୍ରାର୍ଥେ. କ+ଆ) — ଯନ୍ତ୍ରକା; ଶାଳୀ — Wife's younger sister
  • ସଂ. ବି. (ଯନ୍ତ୍ର+କ୍ଷୁଦ୍ରାର୍ଥେ. କ+ଆ) — ଛୋଟ କୋଲପ (ହି. ଶ) — A small pad-lock