ଯନ୍ତ୍ରରାଜ J̄antrarāja

  • ସଂ. ବି. ( 6 ଷ୍ଠୀ ତତ୍) — ନକ୍ଷତ୍ର ଓ ଗ୍ରହମାନଙ୍କ ଗତି— ଜ୍ଞାପକ ଜ୍ୟୋତିଷିକ ଯନ୍ତ୍ର ବା ଚକ୍ର ବିଶେଷ (ହି. ଶ) — A kind of astronomical diagram
  • ସଂ. ବି. ( 6 ଷ୍ଠୀ ତତ୍) — ଶ୍ରେଷ୍ଠ ଯନ୍ତ୍ର — An excellent machine or diagram