ଯନ୍ତ୍ରକା J̄antrakā

  • ସଂ. ବି. ସ୍ତ୍ରୀ (ଯନ୍ତ୍ରକ+ଆ) — କନିଷ୍ଠା ଶାଳିକା; ଆପଣା ସ୍ତ୍ରୀଙ୍କ କନିଷ୍ଠା ଭଗିନୀ; କେଳିକୁଞ୍ଚିକା; ଶାଳୀ — One's wife's younger sister; younger sister-in-law