ଯନ୍ତ୍ର କରିବା J̄antra karibā

  • ଦେ. କ୍ରି. — ଯନ୍ତ୍ର ନିର୍ମାଣ କରିବା — To prepare a machine or contrivance
  • ଦେ. କ୍ରି. — କୌଶଳ ପ୍ରୟୋଗ କରିବା — To employ a contrivance
  • ଦେ. କ୍ରି. — କୌଣସି ବ୍ୟକ୍ତି ବିରୁଦ୍ଧରେ ତାନ୍ତ୍ରିକ ଅଭିଚାର ପ୍ରୟୋଗ କରିବା — To employ the black art or charm against a person