ଯଦ୍ଭବିଷ୍ୟ J̄adbhabishya

  • ସଂ. ବିଣ (ଯଦ୍+ଭବିଷ୍ୟ) — ଭାଗ୍ୟପେକ୍ଷୀ; ଯାହା— ଭାଗ୍ୟରେ ଥିବ ତାହା ଘଟିବ, ଏହାହି ଯେ କହୁ— ଥାଏ; ଆଦୃଷ୍ଟବାଦୀ; ଯେ ଅଦୃଷ୍ଟ ଉପରେ ନିର୍ଭର କରେ — Fatalist
  • ସଂ. ବିଣ (ଯଦ୍+ଭବିଷ୍ୟ) — ଯେଉଁ କଥା ଘଟିବା ଭାଗ୍ୟ ଉପରେ ନିର୍ଭର କରେ — Depending upon fate, fatalistic
  • ବି — ଯାହା ଘଟିବାର ଅଦୃଷ୍ଟରେ ଥିବ, ତାହା — Any thing which is pre-ordained by fate to happen