ଯଦୃଚ୍ଛୟା J̄adṛuchchhayā

  • ସଂ. କ୍ରି. ବିଣ—(ୟଦୃଚ୍ଛା ଶବ୍ଦର 3 ଯା ବିଭକ୍ତି 1 ବ) — ନିଜର ସ୍ୱାଧୀନ ଇଚ୍ଛା ଅନୁସାରେ — According to one's free will
  • ସଂ. କ୍ରି. ବିଣ—(ୟଦୃଚ୍ଛା ଶବ୍ଦର 3 ଯା ବିଭକ୍ତି 1 ବ) — ଦୈବକ୍ରମେ — By chance
  • ସଂ. କ୍ରି. ବିଣ—(ୟଦୃଚ୍ଛା ଶବ୍ଦର 3 ଯା ବିଭକ୍ତି 1 ବ) — ଅକସ୍ମାତ୍ — Suddenly