ଯଦୃଚ୍ଛା J̄adṛuchchhā
- ସଂ. ବି—(ସଂ. ଯତ୍=ଯହା+ଋଚ୍ଛ ଧାତୁ=ଯିବା+ଭାବ ଅ+ଆ; ଅଥବା ଯା+ଇଚ୍ଛା ନିପାତନ) — ସ୍ୱୈରବୃତ୍ତି; ସ୍ୱେଚ୍ଛାଚାରିତା — Wilfulness; arbitrary conduct
- ସଂ. ବି—(ସଂ. ଯତ୍=ଯହା+ଋଚ୍ଛ ଧାତୁ=ଯିବା+ଭାବ ଅ+ଆ; ଅଥବା ଯା+ଇଚ୍ଛା ନିପାତନ) — ସ୍ୱାଧୀନତା; ସ୍ୱାତନ୍ତ୍ର୍ୟ — Independence; freedom
- ସଂ. ବି—(ସଂ. ଯତ୍=ଯହା+ଋଚ୍ଛ ଧାତୁ=ଯିବା+ଭାବ ଅ+ଆ; ଅଥବା ଯା+ଇଚ୍ଛା ନିପାତନ) — ଅନାୟାସ; ଅକ୍ଳେଶ — Easiness; facility; ease
- ସଂ. ବି—(ସଂ. ଯତ୍=ଯହା+ଋଚ୍ଛ ଧାତୁ=ଯିବା+ଭାବ ଅ+ଆ; ଅଥବା ଯା+ଇଚ୍ଛା ନିପାତନ) — ଦୈବୀ ଘଟନା — Accident; chance
- ସଂ. ବି—(ସଂ. ଯତ୍=ଯହା+ଋଚ୍ଛ ଧାତୁ=ଯିବା+ଭାବ ଅ+ଆ; ଅଥବା ଯା+ଇଚ୍ଛା ନିପାତନ) — (ବ୍ୟାକରଣର) ନାମବାଚକ ବିଶେଷ୍ୟ ପଦ — (In grammar) Proper nouns
- ସଂ. ବି—(ସଂ. ଯତ୍=ଯହା+ଋଚ୍ଛ ଧାତୁ=ଯିବା+ଭାବ ଅ+ଆ; ଅଥବା ଯା+ଇଚ୍ଛା ନିପାତନ) — ନିଜର ସ୍ୱାଧୀନ ଇଚ୍ଛା — Self-will
- ଦେ. କ୍ରି. ବିଣ — (ସଂ. ଯଦୃଚ୍ଛୟା) ଦୈବକ୍ରମେ — By chance; accidentally