ଯଦୁମଣି ମହାପାତ୍ର J̄adumaṇi mahāpātra
- ଦେ. ବି. — (ନାମ)— ଜନୈକ ଉତ୍କଳୀୟ କୌତୁକ— ପ୍ରିୟ ଆଶୁକବି। — An Oriya poet
- ଦେ. ବି. — [ଏ କବି ଜାତିରେ ବଢ଼େଇ ଥିଲେ। ନୂଆଗଡ଼ ଗଡ଼ଜାତର ରାଜାଙ୍କ ସଭାରେ ଏହାଙ୍କର ପ୍ରତିଷ୍ଠା ଥିଲା। ଏହାଙ୍କ ହାସ୍ୟୋକ୍ତି ନିମନ୍ତେ ଏ ଉତ୍କଳର ସର୍ବତ୍ର ପରିଚିତ। 'ଯଦୁମଣି ରହସ୍ୟ' ନାମକ ପୁସ୍ତକ ଖଣ୍ଡି ଉତ୍କଳର ପୁରପଲ୍ଲୀରେ ସମାଦୃତ। 'ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର' ଏ କବିଙ୍କ ଲିଖିତ ପ୍ରଧାନ କାବ୍ୟ। ତାରିଣୀ—ଉତ୍କଳସାହିତ୍ୟ ଇତିହାସ।]