ଯଥାଶାସ୍ତ୍ର J̄athā ṡastra

  • ସଂ. ବିଣ—(ଅବ୍ୟୟୀଭାବ) ଶାସ୍ତ୍ରସମ୍ମତ — Conformable to the scripture
  • ସଂ. ବିଣ—(ଅବ୍ୟୟୀଭାବ) ଆଇନ୍ସଙ୍ଗତ — Legal
  • କ୍ରି. ବିଣ. — ଶାସ୍ତ୍ରାନୁସାରେ — Conformably to the Seriptures
  • କ୍ରି. ବିଣ. — ଆଇନ୍ ଅନୁସାରେ — As the law ordains; legally