ଯଥାଯୋଗ୍ୟ J̄athāJ̄ogya

  • ସଂ. ବିଣ. — ଯଥୋପଯୁକ୍ତ; ଯାହାକୁ ଯାହା ଉପଯୁକ୍ତ — Proper; suitable to each
  • କ୍ରି. ବିଣ — ଯାହା ଯାହାକୁ ଉପଯୁକ୍ତ ସେହି ଭାବରେ — As is fit or suitable to each