ଯଥାବୃତ୍ତ J̄athābṛutta
- ସଂ. କ୍ରି. ବିଣ — ଯେପରି ଘଟିଥିଲା ସେହିପରି — Conformably to what actually took place; as it happened or as it was done
- ସଂ. ବି — ପ୍ରକୃତରେ ଘଟିଥିବା ବିଷୟମାନ — The actual facts; the circumstances or details of an event (Apte)
- ସଂ. ବି — ପୂର୍ବେ ଘଟିଥିବା ଘଟନା — A former event (Apte)