ଯଥାବିଧି J̄athābidhi

  • ସଂ. କ୍ରି. ବିଣ (ଅବ୍ୟୟୀଭାବ, ବିଧିକୁ ଅତିକ୍ରମ ନ କରି) — ନିୟମାନୁଯାୟୀ; ବିଧିପୂର୍ବକ — According to rules; duly; conformably to the precepts
  • ସଂ. କ୍ରି. ବିଣ (ଅବ୍ୟୟୀଭାବ, ବିଧିକୁ ଅତିକ୍ରମ ନ କରି) — ଆଇନ୍ ଅନୁସାରେ — Legally