ଯଥାବସ୍ଥିତ J̄athābasthita

  • ସଂ. ବିଣ ଓ କ୍ରି. ବିଣ — ଯେଉଁ ପରି ଥିଲା ସେହିପରି — Exactly as it had been
  • ସଂ. ବିଣ ଓ କ୍ରି. ବିଣ — ସ୍ଥିର; ଅଚଳ (ହି.ଶ) — Stable; immuteable
  • ସଂ. ବିଣ ଓ କ୍ରି. ବିଣ — ସତ୍ୟ; ଠିକ୍ (ହି.ଶ) — Right; exact