ଯଥାନୁଭୁତ J̄athānubhūta

  • ସଂ. କ୍ରି. ବିଣ — ଅନୁଭବ ଅନୁସାରେ — According to experience
  • ସଂ. କ୍ରି. ବିଣ — ପୂର୍ବର ଅନଭୁତି ଦ୍ୱାରା — By previous experience