ଯଥାଦିଷ୍ଟ J̄athādishṭa

  • ସଂ. ବି ଓ କ୍ରି. ବିଣ (ଯଥା+ଆଦିଷ୍ଟ) — ଯେଉଁ ପରି ଆଦେଶ ପ୍ରାପ୍ତ ହୋଇଥିଲା ସେହି ପ୍ରକାରେ; ଆଦେଶ ଅନୁସାରେ — As ordered; as directed; conforming to the orders received