ଯଥାଗମ J̄athāgama

  • ସଂ. କ୍ରି. ବିଣ. (ଅବ୍ୟୟୀଭାବ; ଯଥା+ଆଗମ) — ଆଗମ ବା ପାରମ୍ପରିକ ରୀତ ବା କୁଳମର୍ଯ୍ୟାଦା ଅନୁସାରେ — According to tradition; as handed down from generation to generation (Apte)