ଯଥାକାଳ J̄athā kāḻa

  • ସଂ. କ୍ରି. ବିଣ.—(ଯଥା+କାଳ, ଅବ୍ୟୟୀଭାବ) ଯଥା — ସମୟରେ; ଉପଯୁକ୍ତ ସମୟରେ; ନିୟମିତ ସମୟରେ — In due course of time; at the proper time
  • ସଂ. ବି — ଉପଯୁକ୍ତ ସମୟ — proper time