ଯଥା ପୂର୍ବ J̄athā pūrba

  • ସଂ. କ୍ରି. ବିଣ — ପୂର୍ବପରି; ପୂର୍ବବତ୍ — As of old
  • ସଂ. କ୍ରି. ବିଣ — ଆଗ ପରି — As before
  • ସଂ. କ୍ରି. ବିଣ — ପୂର୍ବେ ଯେପରି ଘଟିଥିଲା ସେହିପରି — As it took place in the past
  • ସଂ. କ୍ରି. ବିଣ — ଯଥା କ୍ରମେ — 4. In due order or succession (Apte)
  • ସଂ. ବିଣ — ପୂର୍ବେ ବା ଆଗେ ଥିବା; ପୂର୍ବବର୍ତ୍ତୀ — Former (Apte)