ଯଥା ଦେହେ ତଥା ଦେବେ J̄athā dehe tathā debe

  • ସଂ. ବାକ୍ୟାଂଶ — ମନୁଷ୍ୟର ଦେହରେ ଯେପରି; ଦେବତାଙ୍କଠାରେ ମଧ୍ୟ ସେହିପରି; ମନୁଷ୍ୟ ଈଶ୍ୱରଙ୍କ ବା ଦେବତାଙ୍କଠାରେ ଆପଣାର ଦେହ ଓ ଅନୁଭୂତି ଅନୁସାରେ ଗୁଣ ଆଦି କଳ୍ପନା କରିବାର ପ୍ରଣାଳୀ — Anthropomorphism; anthropometry; ascribing human form and attributes to the Deity