ଯଥା ତୃପ୍ତି J̄athā tṛupti

  • ସଂ. କ୍ରି. ବିଣ (ଅବ୍ୟୟୀଭାବ) — ମନବୋଧ ହେବା ଅନୁସାରେ; ନିଜର ସନ୍ତୋଷ ଜନ୍ମିବା ପ୍ରକାରେ — To the heart's content (Apte)