ଯଥା ଜ୍ୟେଷ୍ଠ J̄athā jyeshṭha

  • ସଂ. କ୍ରି. ବିଣ. (ଅବ୍ୟୟୀଭାବ) — ଜ୍ୟେଷ୍ଠତା ବା ବୟସର ଆଧିକ୍ୟ ଅନୁସାରେ — According to seniority (Apte)
  • ସଂ. କ୍ରି. ବିଣ. (ଅବ୍ୟୟୀଭାବ) — ପଦବୀ ବା ମର୍ଯ୍ୟାଦା ଅନୁସାରେ — According to rank (Apte)