ଯଥା ଜାତ J̄athā jāta
- ସଂ. ବିଣ. (ଯଥା=ଯେପରି+ଜାତି=ଉଦ୍ଭୂତ) — ଅସଭ୍ୟ; ବର୍ବର — Barbarian; Uncivilised
- ସଂ. ବିଣ. (ଯଥା=ଯେପରି+ଜାତି=ଉଦ୍ଭୂତ) — ବନ୍ୟ — Wild
- ସଂ. ବିଣ. (ଯଥା=ଯେପରି+ଜାତି=ଉଦ୍ଭୂତ) — ହୀନ; ନିକୃଷ୍ଟ; ନୀଚ — Inferior; low; mean
- ସଂ. ବିଣ. (ଯଥା=ଯେପରି+ଜାତି=ଉଦ୍ଭୂତ) — ମୁର୍ଖ — Ignorant
- ସଂ. ବିଣ. (ଯଥା=ଯେପରି+ଜାତି=ଉଦ୍ଭୂତ) — ନିର୍ବୋଧ — Foolish; stupid