ଯଥା କ୍ଷମ J̄athā kshama

  • ସଂ. କ୍ରି. ବିଣ (ଅବ୍ୟୟୀଭାବ) — ଶକ୍ତି ଅନୁସାରେ — According to one's power or capacity
  • ସଂ. କ୍ରି. ବିଣ (ଅବ୍ୟୟୀଭାବ) — ଯେତେ ଦୂର ସମ୍ଭବ — As far as possible