ଯଥା କ୍ରମ J̄athā karma

  • ସଂ. କ୍ରି. ବିଣ (ଅବ୍ୟୟୀଭାବ ସମାସ; କ୍ରମକୁ ଅତିକ୍ରମ ନକରି) — କ୍ରମ ଅନୁସାରେ; କ୍ରମାନ୍ୱୟରେ; କ୍ରମାନୁରୂପେ — In proper seqence; respectively; successively; in regular order