ଯଥା କଥିତ J̄athā kathita

  • ସଂ. କ୍ରି. ବିଣ — କହିବା ଅନୁସାରେ — As it is or was spoken or stated
  • ସଂ. କ୍ରି. ବିଣ — ଯାହା ବୋଲା ଯାଇଅଛି — What is told; as alleged