ଯଥା କଥା J̄athā kathā

  • ଦେ. କ୍ରି. ବିଣ—(ସଂ. ଯଥା କଥଂ) — ଯଥା କଥଞ୍ଚିତ୍ (ଦେଖ) — J̄athā kathan̄chit (See)
  • ଦେ. କ୍ରି. ବିଣ—(ସଂ. ଯଥା କଥଂ) — (ସଂ. ଯଥା କଥିତ) କହିବା ଅନୁସାରେ; କଥା ମୁତାବକ — According to what was told
  • ଦେ. କ୍ରି. ବିଣ—(ସଂ. ଯଥା କଥଂ) — [ଉ— ଯଥା କଥା କରି ତାକୁ ଜଣାଣ, ଲେଖିବା ତୁଳିକ କାଗଜ ଆଣ। ଭଞ୍ଜ. ଲାବଣ୍ୟବତୀ।]
  • ସଂ. ବି — ଯେତେ— ଦୂର ସମ୍ଭବ ତେତେ — As much as (Apte)