ଯଥା J̄athā
- ସଂ. ଅ (ଯଦ୍+ପ୍ରକାରାର୍ଥେ ଥା) — ଯେଉଁ ପ୍ରକାରେ; ଯେଉଁ ପରି; ଯାଦୃଶ — As; like; in which manner
- ସଂ. ଅ (ଯଦ୍+ପ୍ରକାରାର୍ଥେ ଥା) — [ଉ—ଏଥିର ଆପେକ୍ଷିକ ସହଚର ଶବ୍ଦ ତଥା।]
- ସଂ. ଅ (ଯଦ୍+ପ୍ରକାରାର୍ଥେ ଥା) — ଉପର୍ଯ୍ୟୁକ୍ତରୂପ — In the above manner
- ସଂ. ଅ (ଯଦ୍+ପ୍ରକାରାର୍ଥେ ଥା) — ଉଦାହରଣ ସ୍ୱରୂପ — Namely; as for example; e. g; viz
- ସଂ. ଅ (ଯଦ୍+ପ୍ରକାରାର୍ଥେ ଥା) — (ଅନ୍ୟ ଶବ୍ଦ ପୂର୍ବେ ଅବ୍ୟୟୀଭାବ ସମାସରେ ଯୁକ୍ତ)—ଅନୁସାରେ — According to
- ସଂ. ଅ (ଯଦ୍+ପ୍ରକାରାର୍ଥେ ଥା) — (ଯଥା—ଯଥେଚ୍ଛା; ଯଥେଷ୍ଟ)
- ସଂ. ଅ (ଯଦ୍+ପ୍ରକାରାର୍ଥେ ଥା) — ଅତିକ୍ରମ ନ କରି — Not exceeding
- ସଂ. ଅ (ଯଦ୍+ପ୍ରକାରାର୍ଥେ ଥା) — (ଯଥା—ଯଥାଶକ୍ତି, ଯଥାସାଧ୍ୟ।)
- ଦେ. ବି — ଜଥା (ଦେଖ) — Jathā (See)