ଯତ୍ରତତ୍ର J̄atra tatra

  • ସଂ. କ୍ରି. ବିଣ — ଯେ କୌଣସିଠାରେ; ଯେଉଁଠାରେ ଇଚ୍ଛା ସେଠାରେ; ଯଥା ତଥା; ସବୁଠାରେ — At any place whatever; anywhere; anywhere and everywhere