ଯତ୍ରକୁତ୍ର J̄atra kutra

  • ସଂ. ଅ — ଯେ କୌଣସି ସମୟରେ — Wheresoever; in whatever place
  • ସଂ. ଅ — ଯେ କୌଣସି ସମୟରେ — Whensoever (Apte)
  • ସଂ. ଅ — ଏଠାରେ ଓ ସେଠାରେ — Hither and thither (Apte)