ଯତ୍ର କତ୍ର J̄atra katra

  • ଦେ. ଅ (ସଂ. ଯତ୍ର+କୁତ୍ର) — ଯଥା କଥଞ୍ଚିତ୍; ଯେନ କେନ ପ୍ରକାରେଣ; ଅତି କଷ୍ଟରେ — Anyhow; somehow or other; with great difficlty
  • ଦେ. ଅ (ସଂ. ଯତ୍ର+କୁତ୍ର) — ଯେଉଁଠାରେ ଇଚ୍ଛା ସେଠାରେ — At any place whatsoever