ଯତ୍ର ଆୟ ତତ୍ର ବ୍ୟୟ ଯ J̄atra āya tatra byaya

  • ଦେ. ପ୍ରବଚନ(=ଯେଉଁ ଠାରେ ଆୟ ସେହି ଠାରେହିଁ ବ୍ୟୟ) — ଯେତିକି ଆୟ ସେତିକି ବ୍ୟୟ ହେବା ସ୍ଥଳରେ ଏ ପ୍ରବଚନ ପ୍ରଯୁକ୍ତ ହୁଏ — Anyhow making both ends meet; whatever one gets, one spends