ଯତ୍ନବାନ୍ J̄atnabān

  • ସଂ. ବିଣ. ପୁଂ (ଯତ୍ନ+ମତ୍) — ଚେଷ୍ଟାଯୁକ୍ତ — Endeavouring; diligent
  • ସଂ. ବିଣ. ପୁଂ (ଯତ୍ନ+ମତ୍) — ଆଗ୍ରହ ଯୁକ୍ତ — Eager
  • ସଂ. ବିଣ. ପୁଂ (ଯତ୍ନ+ମତ୍) — ଅଧ୍ୟବସାୟୀ — Persevering