ଯତିଧର୍ମ୍ମ J̄ati dharma

  • ସଂ. ବି — ଯତିର କର୍ତ୍ତବ୍ୟ ନିୟମମାନ — The rules to be observed by an ascetic
  • ସଂ. ବି — [ଦ୍ର—ଏହି ନିୟମଗୁଡ଼ିକ ଯଥା—ପ୍ରାଣଧାରଣ ପାଇଁ ଭିକ୍ଷା ବୃତ୍ତି, ନିର୍ଜନ ପ୍ରଦେଶରେ ଅବସ୍ଥାନ, ଇନ୍ଦ୍ରିୟ ନିରୋଧ ବା ବ୍ରହ୍ମଚର୍ଯ୍ୟ, ପୂରକ, କୁମ୍ଭକ, ରେଚକ ବିଧି ଅନୁସାରେ ପ୍ରାଣାୟାମ, ପରଂବ୍ରହ୍ମଙ୍କ ଧ୍ୟାନ, ଅହିଂସା, ନିର୍ଲୋଭ, ନିସ୍ପୃହା, ଅନାସକ୍ତି, ମାନାପମାନ, ସୁଖଦୁଃଖ ଓ ଶୀତୋଷ୍ଣାଦିରେ ସମାନ ଦୃଷ୍ଟି। (ମନୁସଂହିତା 6 ଷ୍ଠ ଅଧ୍ୟାୟ।)] — [ଦ୍ର—ଏହି ନିୟମଗୁଡ଼ିକ ଯଥା—ପ୍ରାଣଧାରଣ ପାଇଁ ଭିକ୍ଷା ବୃତ୍ତି, ନିର୍ଜନ ପ୍ରଦେଶରେ ଅବସ୍ଥାନ, ଇନ୍ଦ୍ରିୟ ନିରୋଧ ବା ବ୍ରହ୍ମଚର୍ଯ୍ୟ, ପୂରକ, କୁମ୍ଭକ, ରେଚକ ବିଧି ଅନୁସାରେ ପ୍ରାଣାୟାମ, ପରଂବ୍ରହ୍ମଙ୍କ ଧ୍ୟାନ, ଅହିଂସା, ନିର୍ଲୋଭ, ନିସ୍ପୃହା, ଅନାସକ୍ତି, ମାନାପମାନ, ସୁଖଦୁଃଖ ଓ ଶୀତୋଷ୍ଣାଦିରେ ସମାନ ଦୃଷ୍ଟି (ମନୁସଂହିତା6ଷ୍ଠ ଅଧ୍ୟାୟ)]