ଯତି ପଡ଼ିବା J̄ati padibā

  • ଦେ. ବି. — ପଦ୍ୟର ସ୍ଥାନବିଶେଷରେ ଉଚ୍ଚାରଣର ବିଶ୍ରାମ ଘଟିବା — The happening of pauses in a poem
  • ଦେ. ବି. — (ଲକ୍ଷଣାର୍ଥ) ଦୁଇ ଜଣଙ୍କ ମନର ମେଳ ବା ଐକ୍ୟ — Agreement between two persons