ଯତାହାର J̄atāhāra

  • ସଂ. ବିଣ. ପୁଂ (ଯତ+ଆହାର, ବହୁବ୍ରାହି) — ନିୟମିତ— ଭୋଜୀ; ଖାଇବା ବିଷୟରେ ସଂଯତ — Abstemious; temperate or moderate in eating