ଯତ ମୈଥୁନ J̄ata ma̲i̱thuna

  • ସଂ. ବିଣ. ପୁଂ (ଯତ+ମୈଥୁନ, ବହୁବ୍ରୀହି) — ସହବାସବିମୁଖ — Averse or disinclined to sexual intercourse
  • ସଂ. ବିଣ. ପୁଂ (ଯତ+ମୈଥୁନ, ବହୁବ୍ରୀହି) — ସହିବାସ ସମ୍ବନ୍ଧେ ସଂଯତ — Abstemious in sexual intercourse