ଯଜ୍ଞଭାଗ J̄ajn̄a bhāga

  • ସଂ. ବି — ( 6 ଷ୍ଠୀତତ୍)—ଯଜ୍ଞର ଅଂଶ, ଯାହା ଭିନ୍ନ ଭିନ୍ନ ଦେବତାଙ୍କୁ ଦିଆଯାଏ — (6ଷ୍ଠୀତତ୍)—ଯଜ୍ଞର ଅଂଶ, ଯାହା ଭିନ୍ନ ଭିନ୍ନ ଦେବତାଙ୍କୁ ଦିଆଯାଏ—. A share in the sacrificial offering
  • ସଂ. ବି — (ବହୁବ୍ରୀହି)— ଯେଉଁ ଦେବତାଙ୍କୁ ଯଜ୍ଞର ଭାଗ ବା ଆହୁତି ଅର୍ପିତ ହୁଏ [ଯଥା—ଇନ୍ଦ୍ର] — 2. A Deity to whom a share of the sacrificial oblations is offered