ଯଜ୍ଞପୁର J̄ajn̄apura

  • ଦେ. ବି — ଯାଜପୁର — A name of Jajpur
  • ଦେ. ବି — [ଉ—ଅଶ୍ୱମେଧ ଯଜ୍ଞ ଏହା କରିଥିଲେ, ତେଣୁ ଯଜ୍ଞପୁର ଆଖ୍ୟା ବୋଲାଏ ଏ ଲୋକେ। ଚିନ୍ତାମଣି. ବିକ୍ରମାଦିତ୍ୟ।]